।। ସ୍ମୃତି ।। ଆଶୁତୋଷ ମେହେର ସ୍ମୃତି ସବୁ ସମୁଦ୍ର ଲହରୀ, ଜୀବନ ବେଳା ଭୂମିରୁ ପୋଛି ନେଉଥାନ୍ତି ମୁଠାଏ ମୁଠାଏ ବାଲି !! ସ୍ମୃତି ସବୁ ଫୁଲର ବାସ୍ନା, ଜୀବନର ଚଲା ରାସ୍ତାରେ ବିଂଚି ଦେଉଥାନ୍ତି ମୁଠାମୁଠା ମହକ ।। ** ସମାପ୍ତ **
No comments:
Post a Comment