Wednesday, 12 April 2017

ଜୀବନ ଛନ୍ଦ

।। ଜୀବନ ଛନ୍ଦ ।।
ଜୀବନ ଟା ଯଦି ବଞ୍ଚିବାର ପାଇଁ
ମରଣ କି ପାଇଁ ଆସେ
ଫୁଲ ଫୁଟି ହସେ ଝଡିଯାଏ କିଆଁ
ମହ ମହ ହୋଇ ବାସେ ??
ସ୍ନେହ ପ୍ରେମ ରାଗ ସବୁ ଯାକି ଯୁକି
ଜୀବନରେ କେତେ ଛନ୍ଦ,
କେବେ ହସ ଝର ଦୁଃଖର ସରିତା
ସେଇ ତ ପରମାନନ୍ଦ ।।
      ଆଶୁତୋଷ ମେହେର

No comments:

Post a Comment