।। ପ୍ରେମିକା ।। ତୁମକୁ ନେଇ କି ଗଜଲ ମୁଁ ଲେଖିବି ରୂପ ବର୍ଣ୍ଣନାରେ ତୁମ ବିମୋହିତ ହୋଇଯାଉଛି ମୋ ଲେଖନୀର କାଳି !!
ତୁମକୁ ନେଇ କି ଚିତ୍ର ମୁଁ ଆଙ୍କିବି ତୁମ ରୂପ ରୂପାଙ୍କନରେ ସ୍ଥିର ହୋଇ ଯାଉଛି ମୋ ତୁଳୀର ରଂଗ !! *ସମାପ୍ତ*
No comments:
Post a Comment