ମୋର_ସମଲପୁରୀ_କବିତା ।। ଜନ୍ମାଷ୍ଟମୀ ।। @ଆଶୁତୋଷ ମେହେର
ଇ ଦିନ ଯିଏ ଜନମ୍ ନେଇଥିଲା ସେ ପରେ ବଢେ ଗୁଟେ ଲବାର କେ ଦମନ କରିଥିଲା ।
ଆଜି ତୋର ମନେ ହେନତା ବଢେ ବଢେ ସୁନ୍ଦର ଭାବନା ସବୁ ଭରି ଯାଉ, ଆଉର ତୋର ଜୀବନୁଁ ସବୁ କଳଂକ କାଲିମାକେ ଧୁଇ ଦେଇ ସାଫ କରିଦେଉ। **ଇଠାନେ ସରଲା**
No comments:
Post a Comment